हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शुक्रवार, 5 जनवरी 2024

~ ସମଲପୁରି ହାଇକୁକାର ନିହାର ବେହେରାଙ୍କ ସମଲପୁରି ହାଇକୁ ~

ନିହାର ବେହେରାଙ୍କ ସମଲପୁରି ହାଇକୁ 


ନିହାର ବେହେରା 

ହାଇକୁ 


ଅସତ କଥା 

ଦୁଇଦିନିଆଁ ରଙ୍ଗ 

ସରଲା ଢଙ୍ଗ ।


ସତ ସପନ 

ନୁହେଁ କେଭେଁ ଭରମ 

ମାହାପ୍ରୁ ମନ ।


ଦୁଖ ତ ସୁଖ 

ଦୁଖ ଗଲେ ଜିବନ 

ଥରେ ମରନ ।


ମନଟା କାଚ 

ଥରେ ଭାଙ୍ଗଲେଁ ଗଲା 

ସବୁ ସରଲା ।


ମହତ କଥା 

ମହତ ଏକା ଗୁନ

ମନର ଧୁନ ।


ଆମର ଭାସା 

ସରଗର ଅମୃତ 

ସବୁ ସୁରୁତ ।


ଭାବର ନଦିଁ 

ଥରେ ହେଲେଁ ଗାଧିନେ 

ସବୁ ଦେଖିନେ ।


ସୁରୁଜ ଜନ 

ତରା ମେଘ ପୁରଥି 

ମାଆଁ ଧରତି ।


ଖରା ବରସା 

ସିତ କାକର କଥା 

ଜିବନ ଲଥା ।


ଜିବନ ଗୁଟେ

ହର ରଙ୍ଗ ସପନ 

ଜିବା ସରନ ।


ଆତ୍ମାର ସାଁଗେଁ 

ପରମାତ୍ମା ମିଲନ 

ନୁଆଁ ଝରନ ।


କେନକେ ଜିବୁ

କାହିଁ ଆରୁ ପଲାବୁ 

ଥରେ ଜାନବୁ ।


ହେ ଭଗବାନ 

ତୁମର ନା ଧରମି 

ଭବୁଁ ତରମି ।


ମା ସମଲେଇ 

ଦୁଖ ପାପ ହରନି

ଗୁନ ଗାଏମି  ।


ବନିହାଁ ଦୁର 

ଆମେ ତ ସଭେ ଜିମା 

ଠାନେ ରହେମା ।


ମହତ ପନ 

ଜୁଗ ଜୁଗ ଆକାସ 

ସତ ଝକାସ ।


ସମଲପୁରି 

ଢୋଲ ନିସାନ ତାସା

ବଢ଼େ ସରସା ।


ହିରାକୁଦର 

ହିରା ନିଲାର ପାନି 

ମନ ମହନି ।


ପାଚଲା ଧାନ 

ସୁନା ଖେତ ହଁସଲା 

ମନ ନାଚଲା ।


ଚୁଟକୁ ଚୁଟା 

ରାଗେଁ ନୁନ ମିରଚା 

ଢେଁକିର କୁଟା ।


ବାସି ପଖାଲ 

ଟିକେ ନୁନ ମିରଚା 

ଉଏଲ କଁଚା ।


କଲିଆ କାନୁ 

କେତେ ଉତପତିଆ 

ବାଜଲା ବେନୁ ।


କାଣା ଜେ ହେବା 

ମୋର ଜିବନ ଯାଉ 

ଫୁଲ କଁହରୁ ।


ନାଗର ଫେନ 

ଫୁଟଲା ଫୁଲ ଜେନ୍ତା

ବିସର କଁଟା ।


ସମଲପୁରି 

ଖଣ ଖଣ ଖିରସା 

ମଧୁର ମେସା ।

•••


~ ନିହାର ବେହେରା 

ରେମତା ହାଇସ୍କୁଲ, ବ୍ଳକ - ବରପାଲି 

ଜିଲା - ବରଗଡ଼ (Odisha)

Pin - 768029

Mob. 9861274310

MOST POPULAR POST IN MONTH