ହାଇକୁକାର
ଦୟାନନ୍ଦ ଶବର
ହାଇକୁ
--0--
୧)
ଆମର୍ ଇ ଭାସା
କେତେନି କେତେ ବନେ
ହଁ ଖଁଣ୍ ଖିରସା ।
୨)
ଆମର୍ କଥା ଟା
କେତେ ମିଠା ସୁଆଦ
ପଢ଼୍ ପୁରାନ୍ ଗୀତା ।
୩)
ତୋର କବିତା
ସାରା ଜଗତଜିତା
ମଣି ମୁକୁତା ।
୪)
ଚନ୍ଦନ ଫୁଲ
ଧୂପ ଅଗରବତୀ
ତୁଳସୀ ମୁଲ ।
୫)
ଦାମୁର ଛୁଆ
ଟଁଟି ନେ ରସି ବାନ୍ଧି
ଗୁହାଲେ ଠିଆ ।
୬)
କାଲି ବିଲେଇ
ଜିପ ଲମେଇ କରି
ମାରୁଛେ ହାଇ ।
୭)
ଚାବିରି ଚାଁଟି
କପାଲେ ଚାବିଦେଲା
ପଡନି ହିଟି ।
୮)
ଭାସା କୋସଲି
ଇ କୋସଲ୍ ରାଏଜର
ଭାସା ଅସଲି ।
9)
ଇ ମହାନଦୀର୍
ପାନୀ ବିଜଲୀ ବତୀ
ଉଜଲମତି ।
୧୦)
ମଟର ଗାଡ଼ି
ବାଟେ ବାଟେ ଜଉଛେ
କୁହୁଲା ଛାଡି ।
---00---
~ ଦୟାନନ୍ଦ ଶବର
ପଲସିପାଣି (ନୂଆପଡ଼ା)
कोई टिप्पणी नहीं:
एक टिप्पणी भेजें