हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शनिवार, 22 मई 2021

~•~ ହାଇକୁକାର ପ୍ରଭାତ କାନ୍ତ ଦାଶଙ୍କ ଓଡ଼ିଆ ହାଇକୁ ~•~

ହାଇକୁକାର

ପ୍ରଭାତ କାନ୍ତ ଦାଶ 

ହାଇକୁ 

< 📚>


ନୀଳ ସମୁଦ୍ର 

ଅଦୃଶ୍ଯ ଦିଗ୍ବଳୟ

ସୂର୍ୟ୍ଯ ଉଇଁବା ।


ଉଚ୍ଚ ଲହରି

ଗଭୀରତା ଉନ୍ମତ୍ତ 

କୁଳ ସ୍ପର୍ଶିକ ।


ନଦୀ ଝରଣା 

ସିନ୍ଧୁରେ ନିପତିତ 

ନିର୍ଦ୍ଧିଷ୍ଟ ଗାମୀ ।


ପୂନେଇଁ ଜନ୍ହ

ସାଗର ନିନାଦିତ 

ଜୁଆରଭଟ୍ଟା ।


ବାଲୁକା ଖେଳ 

ନୂତନ ଶିଳ୍ପ କଳା 

ଅଳ୍ପକେ ଧ୍ବସ୍ତ ।


ନିରୋଳା ମତି

ବେଳା କୂଳ ଗହଳି

ଚିହ୍ନା ଅଚିହ୍ନା ।


କାଠିରେ ମାପ

ଗ୍ରହ ନକ୍ଷତ୍ର ସ୍ଥିତି 

ଜ୍ୟୋର୍ତିବିଜ୍ଞାନ ।


ସାଗର ଗର୍ତ୍ତ 

ଆଞ୍ଜୁଳାଏ ପାଣିରେ

ମାପିବା ଚିନ୍ତା ।


ଶାମୁକା ଅସ୍ଥି

ମୋତିର ଆକର୍ଷଣ 

ଅପ୍ରାପ୍ତ କୋହ ।


ଦୃଶ୍ଯ ବୈଚିତ୍ର

ଅମାପ ଜଳରାଶି 

ରତ୍ନଗର୍ଭାର ।

<<🌻>>


~ ପ୍ରଭାତ କାନ୍ତ ଦାଶ

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH