हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

गुरुवार, 17 जून 2021

~ ହାଇକୁକାର ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀଙ୍କ ଉତ୍କୃଷ୍ଟ ଓଡ଼ିଆ ହାଇକୁ ଏବଂ ହିନ୍ଦୀ ଅନୁବାଦ ~

ହାଇକୁକାର

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ 


ହାଇକୁ 

--0--


ଜହ୍ନ ର ରାତି

ଚିକିମିକିଆ କେତେ

ଜୀବନ ଗୀତି ।


ସପନ ମୋର

ତୁମରି ପାଇଁ ସତ

ହେ ପ୍ରଭୁ ମୋର ।


ସୁନ୍ଦର ଛବି

ଜୀବନର ମେଳଣ

ରହିଥା ଖୁସି ।


ବଗ ର ମାଛ

ଏଇ ଜୀବନ ପରା

କାଳ ରେ ବନ୍ଧା ।


ରଙ୍ଗ ର ବର୍ଷା

ମନ ର ଓଳି ତଳେ

ସ୍ୱପ୍ନ ର ଡଂଗା ।


ଜୀବନ ଚିତ୍ର 

ଗଛ ରେ ଝୁଲୁ ଥାଏ

ସେ ଆମ ମିତ ।


ନଈ ସେ ପାଖେ

ତମ ଝାପ଼ସା ଛବି

ଏବେ ବି ଦିଶେ ।


ମୁଗ୍ଧ ହୁଏ ମୁଁ

କବରୀ ର ବାସ୍ନା ରେ

ସେ ମିଠା ଗନ୍ଧେ ।


ଅନେକ ରଙ୍ଗ

ଜୀବନ ର ଆକାଶ

ପ୍ରୀତି ରେ ଭର୍ତ୍ତି ।


ପ୍ରେମ ର ଭାଷା

କଳ କଳ ଝରଣା

ସୁନ୍ଦର ଉଷା ।


ମା'ର ପଣତ

ଦୁ୍ଃଖ ପାେଛା ଅମୃତ

ଏତେ ଚନ୍ଦନ ।


ଏହି ଜୀବନ

ଏଇ ଅଛି ଏ ନାହିଁ

ହସି ହସାଅ ।

---00---


 ~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ 

କୋଲନରା, ଜିଲ୍ଲା- ରାୟଗଡ଼ା (ଓଡ଼ିଶା)

☆☆☆☆☆☆☆☆☆☆


हिन्दी अनुवाद 

---0---


चाँदनी रात

जगमग कितना

जीवन गीत ।


सपने मेरे 

सच आपके लिए

हे प्रभु मेरे । 


सुन्दर छवि 

जीवन का ये मेल

रहना खुशी ।


बगुला मीन

काल से बँधे हुए 

जीवन डोर ।


रंगों की वर्षा 

मन के सिरहाने 

स्वप्नों की नौका ।


जीवन चित्र 

पेड़ में लटकता 

मीत हमारा ।


नदिया पार 

धुंधला सा चेहरा 

देखूँ आपका ।


प्रफुल्लित मैं 

जूड़ों से फैल रही 

मीठी महक ।


अनेक रंग

जीवन का क्षितिज 

प्रेम हैं भरे ।


प्रेम की भाषा 

कल कल निर्झर 

सुन्दर उषा ।


माँ का आँचल 

दुःख हरती सुधा 

चंदन वर्षा ।


यह जीवन 

अभी है, अभी नहीं 

हँसें, हँसाएं  ।

---0---


हिन्दी अनुवादक : प्रदीप कुमार दाश "दीपक"

साँकरा, जिला - रायगढ़ (छत्तीसगढ़)

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH