हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

रविवार, 20 मार्च 2022

କୋଶଳୀ ହାଇକୁ : ପୁସ୍ତମ୍ ଯୁଆଡି

କୋଶଳୀ ହାଇକୁ 

ପୁସ୍ତମ୍ ଯୁଆଡି 


୧)

ବଜା ଢୁଲିଆ

ଢ଼ଲିଆଖୁସା ଢ଼ିଲ

ପାହାରେ ପକା ।


୨)

ଧାଙ୍ଗରିପନ

ଧଙ୍ଗରା ବିନେ ଛିନା

ମୁହୁଁ ଦର୍ପନ ।


୩)

ଖଁଡାର ଚୁଟେଁ

ଜଟାୟୁର ମରନ

ଜୟ ଶ୍ରୀରାମ ।


୪)

ଦଶରା ଢୋଲ

ଧଙ୍ଗଧଙ୍ଗାସି ଜୁଏ

ଜୁଆନ ଛାତି ।


୫)

ଝାରିଦେ ଝଲା

ଅରେନ୍ଧିଆଁ ହେଇ ନ

ଜଲୁ ଜୀବନ ।


୬)

କଅଁଲି ଖରା

ଗୁରା ଗାଲେଁ ଛଏଁରା

ଦେ ଘାଏ ଚହରା ।


୭)

କୁଇଲି କୁହୁ

ଝରୁଛେ ଯେନ୍ତା ମହୁ

ତୋର ମୁହୁଁ ନୁ ।


୮)

ମନର ସାଜୋ 

ପାଖେ ପାଖେ ରସିଆ

ଗୁଟା ପୁରଥି ।


୯)

ମନ ଆକାଶେଁ

ସୁନାର୍ ଚେରେ ଉଡୁଛେ

ମିଛ ସପନ ।


୧୦)

ଲୁକଲୁକାନି

ଟାଏଟ କୁନେ ଲୁକା

ଗୁପତ କଥା ।


୧୧)

ବର୍ଷାର କଥା

ଦରଲି ଦେଲେ ଛନେ

ସିଗିବିଗିଆ ।


୧୨)

ଜନ୍ମର ନାତା

ଧୁରିଆ କୋଶ କୋଶ

ଆ ପାସକେ ଆ ।


୧୩)

ଦୁଖକେ ପ୍ରଶ୍ନ

କାହିଁ ଯାଉଛୁ ତୁର୍ତି

ଗରିବ ଘର ।


୧୪)

ତରାର ଭିଲେଁ

ଚକମକ ଆକାଶ

ଜନ ଏକେଲା ।


୧୫)

ଶୁଷି ଦେଲାନ

ଧରତିର ପାଏନ୍ କେ

ଭୁକା ସୁରୁଜ ।


୧୬)

କଁଟାର୍ ଧରସା

ପାହା ପକେଇ ଚାଲ

ମନର ଜୁ ଥି ।


୧୭)

ଫୁଲର ଇଚ୍ଛା

ମାହାପୁରୁର ବେକେଁ

ଫାଶିର ଫନ୍ଦା ।


୧୮)

ପ୍ରେମର କଥା 

ଗୁପତ ନାଇଁ ରଖ

ଘୁରସି ମଥା ।


୧୯)

ଜୁଏ ଜଲସି

ମୋର ଉଦା ଗାଗରେଁ

ବେଦୀର ସାଲେଁ ।


୨୦)

କଅଁଲି ଖରା

ଗୁଲାପି ଗାଲ ସାରା

ଦେ ଘାଏ ଧରା ।


୨୧)

ଭାବର ରାଧା

କୃଷ୍ଣର ପ୍ରେମେ ବନ୍ଧା

ବଏଁଶି ଛନ୍ଦା ।


୨୨)

ଡଙ୍ଗର ବୁଲା

ଝରନାର ପାଏନ

ମନ କରେ ଚେଁ ।


୨୩)

ଧାଙ୍ଗରି ମାଚୋ

ଗିରଜି ଗିଝା ଝୋ ଝୋ

ମନ ନାଚଲା ।


୨୪)

ଶାଗୁଆ ଖେତ

ଝାଲ ପୁଛା ରକତ

ଖେଜା ଥି ନେବେ ।


୨୫)

ନାରଗି ଟେଭା

ଜନ ହେଇ ଲୁକିଦେ

ସୁନ୍ଦରୀ ଗୁଭା ।

--00--


~ ପୁସ୍ତମ୍ ଯୁଆଡି

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH